କେସିଙ୍ଗା -୧୭/୪ ଆଜି କେସିଙ୍ଗା ପୋଲିସ ତେଲନଦୀ ଉପରେ ଯାଇଥିବା ଦ୍ବୁତୀୟ ରେଲବ୍ରିଜର ତୣତୀୟ ଖୁଣ୍ଟ ନିକଟରୁ ଜଣେ ଅଜଣା ବ୍ୟକ୍ତିର ଶବ ଜବତ କରିଛି। ଉକ୍ତ ଅଜଣା ବ୍ୟକ୍ତିର ବୟସ ପାଖାପାଖି ୫୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏହି ଶବର ଚିହ୍ନଟ ପାଇଁ ଆଇଏସଆଇସି ମାନଙ୍କୁ ଅନୁରୋଧ କରିଛନ୍ତି।