କେସିଙ୍ଗା ଏନଏସି ଅଧ୍ୟକ୍ଷ ନୣପରାଜ ଯାଦବ ହେଲେ ନଗର ବିଜେଡି ସଭାପତି

କେସିଙ୍ଗା,୬/୯ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେଡି ସଭାପତି ଭାବରେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନାମ ଘୋଷଣା ହେବା ପରେ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଅଧ୍ୟକ୍ଷ ଶ୍ରୀ ଯାଦବ ଜଣେ ବରିଷ୍ଠ ବିଜେଡି କର୍ମୀ ଥିଲାବେଳେ ଗତ ଏନଏସି ନିର୍ବାଚନରେ ସ୍ଥାନୀୟ ପୌର ପରିଷଦର ଅଧ୍ୟକ୍ଷ ପ୍ରାର୍ଥୀ ରହିଥିଲେ। ଏଣୁ ସହରରେ ବିଜୁ ପରିବାର ପକ୍ଷରୁ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *