ତ୍ରୀସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ

କେସିଙ୍ଗା -୨୧/୫ ପାଣିପାଗ ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ ଚଳିତବର୍ଷ ୪ ଦିନ ଆଗୁଆ ଦକ୍ଷୀଣ ପଶ୍ଚିମ ମୋୖସୁମୀ ବାୟୁର ଆଗମନ ଓ ଜୁନ୍ ମାସରେ ପ୍ରବଳ ବର୍ଷା ହେବାକୁ ଥିବାରୁ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ ରଖିଥିବା ଜଣାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଚିଠି ନଂ୧୩୫୪ ଜିଲ୍ଲା ପରିଷଦ ମେମ୍ବର, ୧୩୬୨ ପଞ୍ଚାୟତ ସମିତି ମେମ୍ବର, ୧୩୬୯ ସରପଞ୍ଚ ଏବଂ ଓ୍ବାର୍ଡ ମେମ୍ବର / ତା ୨୦. ୦୫. ୨୦୨୫ରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ପାଣିପାଗର ଆଗୁଆ ଆଗମନ ଓ ପ୍ରବଳ ବର୍ଷା ଯୋଗୁଁ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ପଞ୍ଚାୟତ ଉପ ନିର୍ବାଚନକୁ ସ୍ଥଗିତ ରଖାଗଲା ବୋଲି କାର୍ଯ୍ୟାଳୟ ଚିଠି ନଂ ୧୩୮୬/ ତା. ୨୧. ୦୫. ୨୦୨୫ ଅନୁଯାୟୀ ପ୍ରକାଶ।

Leave a Reply

Your email address will not be published. Required fields are marked *