ପାଚିକା ସଂଘର ଦାବି

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲା ପାଚିକା ସଂଘ ପକ୍ଷରୁ ସେମାନଙ୍କୁ ସରକାରୀ ମାନ୍ୟତା ଦେବା ସହ ମାସକୁ ୨୮ ହଜାର ଦରମା ପ୍ରଦାନ ଓ ଅବସର ପରେ ୫ ହଜାର ଲେଖାଏଁ ଭତ୍ତା ପ୍ରଦାନ ପାଇଁ ଦାବି କରିଛନ୍ତି। ଏନେଇ ପାଚିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଂଘର ଜିଲ୍ଲା ସଭାପତି ତପସ୍ବୀନୀ ମହାରଣାଙ୍କ ନେତୃତ୍ଵରେ ଶହ ଶହ ପାଚିକା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *