ପ୍ରଶାସନର ମିଳିତ ଚକ୍ରାନ୍ତରେ ସରକାର ହରାଇଲେ ଅଧିକ ରାଜସ୍ବ

କେସିଙ୍ଗା -୩୧/୧ ଗତବର୍ଷ ଜାନୁଆରୀ ମାସ ୨୭ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ଆସୁ ସମାଧାନ ଶିବିରରେ ଜନୈକ ଜମି ମାଫିଆ ଲଇତରା ନିକଟ ରେତ ନଦୀ କୂଳରେ ଗଢି ଉଠିଥିବା ନୂତନ ରାଇସ ମିଲ୍ ପାଇଁ ପ୍ରାୟ ୫ ଏକର ଜମିରେ ୫/୬ ଫୁଟ ମାଟି ପୋତିଥିବା ବାବଦ ସରକାର କେତେ ରାଜସ୍ବ ପାଇଲେ ତାହା ବର୍ଷେ ହେଲା ଅନ୍ଧାର ଭିତରେ ରହିଯାଇଛି। ଏନେଇ ସ୍ଥାନୀୟ ତହସିଲଦାର ଠାରୁ ଜିଲ୍ଲାପାଳଙ୍କ ନିକଟରେ ବାରମ଼୍ବାର ଅଭିଯୋଗ ସତ୍ତ୍ୱେ ତାହା ପ୍ରଶାସନର ମିଳିତ ଚକ୍ରାନ୍ତ ଯୋଗୁଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଇଥିବା ସାଧାରଣରେ ଆଲୋଚନା ହେଉଛି। ତେଣୁ ରାଜ୍ୟ ସରକାର ଏହି ଦୁର୍ନୀତିର ବିଧିବଦ୍ଧ ତଦନ୍ତ କରି ଦୣଢ ପଦକ୍ଷେପ ନେବାକୁ ଅଞଚବାସୀ ଦାବି କରିଛନ୍ତି

https://www.facebook.com/share/v/16ynVkjfV5

Leave a Reply

Your email address will not be published. Required fields are marked *