ସରକାରୀ ଜାଗା ଉପରେ ବେଆଇନ ଘର ନିର୍ମାଣ

କେସିଙ୍ଗା -୯/୪ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି ଅନ୍ତର୍ଗତ ୨ନଂ ଓ୍ବାଡର ଓଡିଶା ରାଇସ ମିଲ୍ ମୁଖ୍ୟ ଗେଟ୍ ନିକଟରେ ଥିବା ସରକାରୀ ଜାଗା ଉପରେ କେହି ଜଣେ ତା’ର ପଟ୍ଟା ନଥିବା ସତ୍ତ୍ୱେ ଦୁଇ ମହଲା ଘର ନିର୍ମାଣ କରୁଥିବା ଖବର ମିଳିଛି। ଏପରିକି ବିନା ଟାଉନ୍ ପ୍ଲାନରେ ଦୁଇ ମହଲା ବିଶିଷ୍ଟ ପକ୍କା ଗୂହ ନିର୍ମାଣ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *