ଭବାନୀପାଟଣା-୧୮/୩ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଣିକେରା ରେଞ୍ଜରେ ବନୀକରଣ ନାଁରେ ହଜାର ହଜାର ଚାରାଗଛ ଆଣି ରଖିଥିଲେ । ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଚାରା ଗଛରେ ପାଣି ନଦେବାରୁ ଏବେ ସେଗୁଡିକ ଶୁଖି ମରିଯାଇଛି। ସରକାର ଏହିସବୁ ଚାରାଗଛର ଯତ୍ନ ନେବା ଲାଗି ଠାରେ ପ୍ରଶ୍ନ ଉଠୁଛି ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନଗୁଡିକ ସବୁଜ ବନାନୀ କରିବା ପାଇଁ ଲ