ସ୍କୁଲ ପରିଚାଳନା କମିଟୀ ରେ ଘୁଷିଛନ୍ତି ଅର୍ଥ ପିପାସୁ ଦୁର୍ନୀତିଖୋର ଲୋକ

କେସିଙ୍ଗା – ୯/୪ ବିଶେଷ ସୂଚନାନୁସାରେ ଯେଉଁଦିନ ଠାରୁ ସ୍କୁଲ ଗୁଡିକ ୫ଟିରେ ରୂପାନ୍ତରିତ କାର୍ଯ୍ୟ ଆରମ୍ଭ ହେଲା ଠିକାଦାରୀ ଲୋଭରେ ସେହିଦିନ ଠାରୁ କେସିଙ୍ଗା ବ୍ଲକରେ କେତେକ ଅର୍ଥ ପିପାସୁ ଦୁର୍ନୀତିଖୋର ଲୋକ ସ୍କୁଲ ପରିଚାଳନା କମିଟୀରେ ଘୁଷିଯାଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *