କେସିଙ୍ଗା ୧୮/୯ ପର୍ବ ପର୍ବାଣୀ ଗଡିକୁ ଶାନ୍ତି ଶୣଙ୍ଖଳା ସହିତ ପାଳନ କରିବା ପାଇଁ ଡିଜେ ବଜାଇବା ଉପରେ ସରକାର କଟକଣା…
Category: ଖବର
Your blog category
ମୋଦିଙ୍କ ଜନ୍ମଦିନ ଅବସର ରେ ‘ସ୍ବସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ଲାଗି ଦିନକ ପାଇଁ ଆସିବେ ପାଞ୍ଚ ବିଶେଷଜ୍ଞ ଡାକ୍ତର
ଷ୍ଟାଣ୍ଡିଙ୍ଗ ପ – ୧୬/୯ ଗତକାଲି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସମଗ୍ର ଦେଶରେ ମହା ଧୁମଧାମ୍ ରେ…
ରାଜ୍ୟ ସରକାରଙ୍କ ବିଫଳତାର ବିକଳ ଚିତ୍ର
କେସିଙ୍ଗା ୧୬/୯ ରାଜ୍ୟରେ ସୁଶାସନ ପାଇଁ ୧୯୨୯ ଓ ୧୪୪୭୧ ଦୁଇଟି ହେଲ୍ପଲାଇନ ନମ୍ବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୯୨୯ ନମ୍ରର…
ପ୍ରଜ୍ଞାନ ମିଶନଆନୁକୂଲ୍ୟରେ ଗୀତା ଆବୣତି ପ୍ରତିଯୋଗତା
ଭବାନୀପାଟଣା-୧୪/୯ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ପରିସରରେ ପ୍ରଜ୍ଞାନ ମିଶନ ପକ୍ଷରୁ ସପ୍ତମ ବାର୍ଷିକ ବ୍ଲକସ୍ତରୀୟ ଗୀତା…
ସରକାର ଆମ ଶାସନ ଓ ସହରାଞ୍ଚଳ ବିକାଶ ପାଇଁ ଖୋଲିଥିବା ୨ଟି ହେଲ୍ପଡେକ୍ସ ପାଲଟିଛି ପ୍ରହସନ
କେସିଙ୍ଗା -୧୨/୯ ରାଜ୍ୟ ସରକାର ଶାସନକୁ ଲୋକାଭିମୁଖୀ କରିବା ପାଇଁ ଆମ ଶାସନ ନାଁ ରେ ୧୪୪୭୧ ନମ୍ବରରେ ହେଲ୍ପଡେକ୍ସ ଖୋଲିଛନ୍ତି।…
Complain to P M of india regarding Odisha matter.
Sir, Namaskar. I Sri Chandramani Swain, News Editor of Samachar Surabhi which publish from Kesinga, Dt.…
ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ ଓ କୋର୍ଟ ଚାଲାଣ
କେସିଙ୍ଗା -୧୨/୯ ସ୍ତ୍ରୀକୁ ବିଷ ଦେଇ ମାରିବା ବାପଘର ଲୋକଙ୍କ ଅଭିଯୋଗରେ ସ୍ଥାନୀୟ ପୁଲିସ ସ୍ବାମୀ ଜଗନ୍ନାଥ ସାହୁ (୨୮) ଙ୍କୁ…
ଠିକାଦାରଙ୍କୁ ବିରୋଧ କରି ବେଦାନ୍ତର ମୁଖ୍ୟ ଗେଟ୍ ରେ ଗଣଧାରଣା
ଭବାନୀପାଟଣା ୧୨/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଲିମିଟେଡ ଅଧୀନରେ ଠିକା କାମ କରୁଥିବା ମହାବୀର କମ୍ପାନୀର ଦୌରାତ୍ମ୍ୟ ଦିନକୁ…
ଜାଲ ଦସ୍ତଖତ କରି ବିକ୍ରି ହୋଇଛି ବିହନ କିଟସ୍!
କେସିଙ୍ଗା -୧୦/୯