ହାରାମାଲ ହାଇସ୍କୁଲ ଓ କଲମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ କ୍ରୀଡ଼ା ଓ ବାର୍ଷିକୋତ୍ସବ ଉଦଯାପିତ

କଲମପୁର, ୨୧/୧୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ହାଇସ୍କୁଲ ଠାରେ ୩୬ ତମ ବାର୍ଷିକ କ୍ରୀଡା ଉତ୍ସବ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ୪୨ ତମ ବାର୍ଷିକ ଉତ୍ସବ

କେସିଙ୍ଗା – ୨୦.୧୨.୨୦୨୪ ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାର ୪୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।…

ଯୁଗ୍ମ ଚିତ୍ରକଳା ପ୍ରଦର୍ଶନୀ

ଭବାନୀପାଟଣା/ସ୍ଥାନୀୟ ଅମଲା ଭବନ ଠାରେ ଯୁଗ୍ମ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଟିତ ହୋଇଯାଇଛି. ଏହି ପ୍ରଦର୍ଶନୀ ମେଳା ରେ ମୁଖ୍ୟ ଅତିଥି…

ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ, କେସିଙ୍ଗା ପକ୍ଷରୁ ଅନ୍ନଦାତା ମହୋତ୍ସବ ପାଳିତ

କେସିଙ୍ଗା ତା ୨୦.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମନ ଗ୍ରାମର ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ଅନ୍ନଦାତା…

ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ତାଲିମ ଶିବିର

ଭବାନୀପାଟଣା- ୨୦/୧୨ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ଆର୍ ସି ଡ଼ି ସି…

କଟନି ଛଟନୀ ବନ୍ଦ ସହ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଭବାନୀପାଟଣା-୨୦/୧୨ ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ନ କରିବାରୁ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…

ବାଲସି ପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ଵ ନେଲେ ନାଏବ ସରପଞ୍ଚ

କେସିଙ୍ଗା -୨୦.୧୨ ( ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ପଞ୍ଚାୟତର ନୂତନ ସରପଞ୍ଚ ଭାବେ ନାଏବ…

ଭବାନୀପାଟଣାରେ ହିଟ୍ ଆଣ୍ଡ ରନ୍ ନେଇ ସନ୍ଦେହ ଘନୀଭୂତ

ଭବାନୀପାଟଣା-୨୦/୧୨ ଆଜି ଏକ ପିକଅପ୍ ଭ୍ୟାନ୍ ସକାଳ ୬.୩୮ ରେ ଦ୍ରୁତ ଗତିରେ ଭବାନୀପାଟଣା ରୁ କେସିଙ୍ଗା ଆସିବା ସମୟରେ ରିଷି…

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କଲମପୁର ଅଞ୍ଚଳର ମଣ୍ଡି ପରିଦର୍ଶନ

କଲମପୁର -୧୯/୧୨(ଗଣେଶରାମ ବାଗ) ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ.ମୁକେଶ ମହାଲିଙ୍ଗ ଗୁରୁବାର କଳାହାଣ୍ଡି ଗସ୍ତରେ ଆସି କଲମପୁର ର ମଣ୍ଡି ସବୁ…

ଵାଇକ୍ ଧକ୍କାରେ ଦୁଇ ଗୁରୁତର

ନର୍ଲା ୧୯/୧୨ (ପ୍ରଦୀପ କୁମାର ଗଉଡ) ଆଜି ଦିନ ୨ ଟା ସମୟରେ ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର…