ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଓ ନୃତ୍ୟ ପ୍ରତିଯୋଗୀତା

ଭବାନୀପାଟଣା ତା:୮/୧୨ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଏବଂ ମାଇଁ ଭାରତ ଓ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧୂକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର କଳାକାର ମାନେ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧୂକାର କରିଛନ୍ତି। ଉକ୍ତ ପ୍ରତିଯୋଗିତାରେ ରେ କଳାହାଣ୍ଡି ଜିଲ୍ଲା ୮ଟି ସାଂସ୍କୃତିକ ଦଳ ଭାଗନେଇ ଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ, ଦ୍ବିତୀୟ ସ୍ଥାନରେ ସରକାରୀ ପଲିଟେକନିକ୍ ନିକ୍ କଲେଜ କଳାହାଣ୍ଡି ଓ ତୃତୀୟ ପୁରସ୍କାର ଅଧୂକାର କରିଥିଲେ କଳାହାଣ୍ଡି ସଂସ୍କୃତି ଓ କଳା ବିଦ୍ୟାଳୟ। ଏଥିରେ ମୁଖ୍ୟ ଅର୍ଥାତି ଭାବରେ ୬୪ ବାଟାଲିୟନ କଳାହାଣ୍ଡି ସେକେଣ୍ଡ କମାଣ୍ଡ ସିଆରପିଏଫ୍ ପି. କେ ମିଶ୍ର ଯୋଗଦେଇ ଦଳମାନଙ୍କୁ ଉତ୍ସାହିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଥିଲେ ସର୍ବେଶ୍ବର ଭୋଇ, ମାନସ କୁମାର ଧ.ମାଝୀ, କମଲ ଲୋଚନ ରାଉତ। ରୂପ ସିଂ ରାଉତ ଏବଂ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ପ୍ରତିଯୋତାରେରେ ଅନୁଷ୍ଠାନ ତରଫରୁ ମାନସ ମାଝି, ରୋହିତ ବାଗ, କରନ୍ ମାଝି, ତେଜରାଜ ଜାନି, ଜଗନ୍ନାଥ ମାଝି, କୈଳାଶ ନାୟକ, ତରୁଣୀ ଗଉଡ, ଯଶୋଦା ଗଉଡ, ତୁଳସୀ ଗଉଡ, ତୁଲବତି ଗଉଡ, ହୁକମି ଗଉଡ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏବଂ ପରିଶେଷରେ ଅନୁଷ୍ଠାନ ସମ୍ପାଦକ ମିଲନ କୁମାର ଭୋଇ, ନୃତ୍ୟ ଗୁରୁ ପ୍ରକାଶ ବାଗଙ୍କ ସମେତ ସମସ୍ତ ପ୍ରତିଯୋଗୀ ମୂଖ୍ୟ ଅତିଥ୍‌ଙ୍କ ଠାରୁ ୭୦୦୦ ଟଙ୍କା ସହିତ ମାନପ‌ତ୍ର ଗ୍ରହଣ କରିଥିଲେ। ଆଗାମୀ ଦିନରେ ଏହି ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଯୁବ ଅଧୂକାରୀ ପ୍ରସନ୍ନ ମେହେର ସୂଚନା ଦେଇଛନ୍ତି।ଭବାନୀପାଟଣା ତା:୮/୧୨() ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଏବଂ ମାଇ ଭାରତ ଓ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ମିଳିତ ସ‌ହ‌ଯୋଗରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧୂକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟ ଧ୍ଯକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର କଳାକାର ମାନେ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧୂକାର କରିଛନ୍ତି। ଉକ୍ତ ପ୍ରତିଯୋଗିତାରେ ରେ କଳାହାଣ୍ଡି ଜିଲ୍ଲା ୮ଟି ସାଂସ୍କୃତିକ ଦଳ ଭାଗନେଇ ଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ, ଦ୍ବିତୀୟ ସ୍ଥାନରେ ସରକାରୀ ପଲିଟେକନିକ୍ ନିକ୍ କଲେଜ କଳାହାଣ୍ଡି ଓ ତୃତୀୟ ପୁରସ୍କାର ଅଧୂକାର କରିଥିଲେ କଳାହାଣ୍ଡି ସଂସ୍କୃତି ଓ କଳା ବିଦ୍ୟାଳୟ। ଏଥିରେ ମୁଖ୍ୟ ଅର୍ଥାତି ଭାବରେ ୬୪ ବାଟାଲିୟନ କଳାହାଣ୍ଡି ସେକେଣ୍ଡ କମାଣ୍ଡ ସିଆରପିଏଫ୍ ପି. କେ ମିଶ୍ର ଯୋଗଦେଇ ଦଳମାନଙ୍କୁ ଉତ୍ସାହିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଥିଲେ ସର୍ବେଶ୍ବର ଭୋଇ, ମାନସ କୁମାର ଧ.ମାଝୀ, କମଲ ଲୋଚନ ରାଉତ। ରୂପ ସିଂ ରାଉତ ଏବଂ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ପ୍ରତିଯୋତାରେରେ ଅନୁଷ୍ଠାନ ତରଫରୁ ମାନସ ମାଝି, ରୋହିତ ବାଗ, କରନ୍ ମାଝି, ତେଜରାଜ ଜାନି, ଜଗନ୍ନାଥ ମାଝି, କୈଳାଶ ନାୟକ, ତରୁଣୀ ଗଉଡ, ଯଶୋଦା ଗଉଡ, ତୁଳସୀ ଗଉଡ, ତୁଲବତି ଗଉଡ, ହୁକମି ଗଉଡ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏବଂ ପରିଶେଷରେ ଅନୁଷ୍ଠାନ ସମ୍ପାଦକ ମିଲନ କୁମାର ଭୋଇ, ନୃତ୍ୟ ଗୁରୁ ପ୍ରକାଶ ବାଗଙ୍କ ସମେତ ସମସ୍ତ ପ୍ରତିଯୋଗୀ ମୂଖ୍ୟ ଅତିଥ୍‌ଙ୍କ ଠାରୁ ୭୦୦୦ ଟଙ୍କା ସହିତ ମାନପ‌ତ୍ର ଗ୍ରହଣ କରିଥିଲେ। ଆଗାମୀ ଦିନରେ ଏହି ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଯୁବ ଅଧୂକାରୀ ପ୍ରସନ୍ନ ମେହେର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *