କେସିଙ୍ଗା- ୧/୧/୨୦୨୫ କେସିଙ୍ଗା ସହର ମଧ୍ୟରେ ୨୬ ନଂ ରାଜପଥ ଯାଇଥିବାରୁ ସହରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଗୁରୁତର ରୂପ ଧାରଣ କରିବାରେ ରେ ଲାଗଛି। କାରଣ ଏହି ରାସ୍ତାରେ ପଡୋଶୀ ଜିଲ୍ଲା ତଥା କଳାହାଣ୍ଡି ଜିଲ୍ଲାର ବହୁ ଭାରିଯାନ ସହ ଅନ୍ୟାନ୍ୟ ଚାରିଚକିଆ ଯାନବାହାନ ଯ
ପାଇଁ ଓ ଆମ ଅଞ୍ଚଳ ପାଇଁ ଏକ ବାଇପାସ ନିହାତି ଆବଶ୍ୟକ l ଏ ବିଷୟରେ କେସିଙ୍ଗା ର କିଛି ବୁଦ୍ଧି ଜିବି ଚିନ୍ତା ବ୍ୟକ୍ତ ମଧ୍ୟ କରୁଛନ୍ତି l ହେଲେ ଯେତେବେଳେ ROB ଟେଣ୍ଡର ହେଲା ଏବଂ ରାସ୍ତା କାମ ଆରମ୍ଭ ହେଲା ସେ ସମୟରେ କେସିଙ୍ଗା ସହର ର ସମସ୍ତ ବୁଦ୍ଧିଜିବି ଏକ ହୋଇ ସଂଗ୍ରାମ କରିବାର ଆବଶ୍ୟକ ଥିଲା ହେଲେ ଏତେ ଲେଟ ରେ କାହିଁକି ଆଲୋଚନା କରାଗଲା କରାଣ କଣ l ଯେତେବେଳେ ସର୍ବେ ହେଲା ସେ ସମୟରେ କେସିଙ୍ଗା ରେ ସମସ୍ତେ ଜାଣି ଥିଲେ ସେ ସମୟରେ ତତ୍ପର୍ତ୍ତା ଦେଖାଇ ROB କୁ BYPASS ରାସ୍ତା ରେ ପରିଣତ କରିବାକୁ ଜିଲ୍ଲାପାଳ ଙ୍କ ଜରିଆରେ ସରକାର ଙ୍କୁ ଦାବୀ ଜଣାଇ ବାର ଥିଲା l ଏବେ ମଧ୍ୟ ଦାବୀ କଲେ ହବ ମାନୁଛି ହେଲେ ବହୁତ କଷ୍ଟ ହବ l କାହିଁକି ନା କିଛି ଲୋକ ନିଜ ନିଜ ସ୍ୱାର୍ଥ କୁ ନେଇଁ ସହର ମଝିରେ ରାସ୍ତା କରିବାକୁ ସପୋର୍ଟ କରିଛନ୍ତି l କିଛି ଜମି ମାଲିକ ତ କିଛି ଜମି ବ୍ୟବସାୟୀ ଆଉ କିଛି ନିଜ ସ୍ୱାର୍ଥ ରଖିଥିବା ବ୍ୟକ୍ତି ଏ ମାନଙ୍କ ପାଇଁ ଆଜି କେସିଙ୍ଗା ସହରରେ ଏତେ ବଡ଼ ଜନଜୀବନ ଅସ୍ତ ବ୍ୟସ୍ତ ହଉଛନ୍ତି ଆଗକୁ ମଧ୍ୟ ଅନେକ ଦୁର୍ଘଟଣା ମଧ୍ୟ ଦେଖିବାକୁ ପଡିବ l ଏବେ ମଧ୍ୟ ସମସ୍ତେ ଏକାଠି ହୋଇ ଚେଷ୍ଟା କରିବା ଓ ଲଢେଇ ଲଢ଼ିବା 🙏🏻🙏🏻କେସିଙ୍ଗା ସହର ପାଇଁ ଓ ଆମ ଅଞ୍ଚଳ ପାଇଁ ଏକ ବାଇପାସ ନିହାତି ଆବଶ୍ୟକ l ଏ ବିଷୟରେ କେସିଙ୍ଗା ର କିଛି ବୁଦ୍ଧି ଜିବି ଚିନ୍ତା ବ୍ୟକ୍ତ ମଧ୍ୟ କରୁଛନ୍ତି l ହେଲେ ଯେତେବେଳେ ROB ଟେଣ୍ଡର ହେଲା ଏବଂ ରାସ୍ତା କାମ ଆରମ୍ଭ ହେଲା ସେ ସମୟରେ କେସିଙ୍ଗା ସହର ର ସମସ୍ତ ବୁଦ୍ଧିଜିବି ଏକ ହୋଇ ସଂଗ୍ରାମ କରିବାର ଆବଶ୍ୟକ ଥିଲା ହେଲେ ଏତେ ଲେଟ ରେ କାହିଁକି ଆଲୋଚନା କରାଗଲା କରାଣ କଣ l ଯେତେବେଳେ ସର୍ବେ ହେଲା ସେ ସମୟରେ କେସିଙ୍ଗା ରେ ସମସ୍ତେ ଜାଣି ଥିଲେ ସେ ସମୟରେ ତତ୍ପର୍ତ୍ତା ଦେଖାଇ ROB କୁ BYPASS ରାସ୍ତା ରେ ପରିଣତ କରିବାକୁ ଜିଲ୍ଲାପାଳ ଙ୍କ ଜରିଆରେ ସରକାର ଙ୍କୁ ଦାବୀ ଜଣାଇ ବାର ଥିଲା l ଏବେ ମଧ୍ୟ ଦାବୀ କଲେ ହବ ମାନୁଛି ହେଲେ ବହୁତ କଷ୍ଟ ହବ l କାହିଁକି ନା କିଛି ଲୋକ ନିଜ ନିଜ ସ୍ୱାର୍ଥ କୁ ନେଇଁ ସହର ମଝିରେ ରାସ୍ତା କରିବାକୁ ସପୋର୍ଟ କରିଛନ୍ତି l କିଛି ଜମି ମାଲିକ ତ କିଛି ଜମି ବ୍ୟବସାୟୀ ଆଉ କିଛି ନିଜ ସ୍ୱାର୍ଥ ରଖିଥିବା ବ୍ୟକ୍ତି ଏ ମାନଙ୍କ ପାଇଁ ଆଜି କେସିଙ୍ଗା ସହରରେ ଏତେ ବଡ଼ ଜନଜୀବନ ଅସ୍ତ ବ୍ୟସ୍ତ ହଉଛନ୍ତି ଆଗକୁ ମଧ୍ୟ ଅନେକ ଦୁର୍ଘଟଣା ମଧ୍ୟ ଦେଖିବାକୁ ପଡିବ l ଏବେ ମଧ୍ୟ ସମସ୍ତେ ଏକାଠି ହୋଇ ଚେଷ୍ଟା କରିବା ଓ ଲଢେଇ ଲଢ଼ିବା 🙏🏻🙏🏻