ଜଗନ୍ନାଥ ପଡା ୪୬ ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

କେସିଙ୍ଗା – ୨/୧୧ ଆଜି ଜଗନ୍ନାଥ ମନ୍ଦିର ନିକଟସ୍ଥ ମନ୍ଦିର ପଡିଆ ଠାରେ ଜଗନ୍ନଥ ପଡା ତରଫରୁ ଅନଷ୍ଠିତ ୪୬ ତମ ଗଜଲକ୍ଷ୍ମୀ ପୂଜା ହର୍ଷ ଆନନ୍ଦ ଉଲ୍ଲାସରେ ସମ୍ପନ୍ନ ହୋଇଛି। ଏହି ପୂଜା ଗତ ରବିବାର ଦିନ ଆରମ୍ବ ହୋଇ ୯ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଆଜି ମଙ୍ଗବାର ରାତିରେ ବିସର୍ଜନ ହୋଇଛନ୍ତି। ଏହି ପୂଜାରେ ପୂଜକ ଭାବେ ବ୍ରହ୍ମପୁରର ମନୋଜ ଶତପଥୀ ଓ ବନେ ଶତପଥୀ ଓ଼ ତାଙ୍କର ସହକର୍ମୀ ମାନେ ତୁଲାଇ ଥିବାବେଳେ ଶ୍ରୋତା ଭାବେ଼ ନଳୀନ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ କୁନି ପଟ୍ଟନାୟକ ତୁଲାଇଥିଲେ। ଏହି ଉପଲକ୍ଷେ ଦୋକାନ ବଜାର ଓ ଜଳଖିଆ ଦୋକାନ ବସିଥିଲା। ଚାରିଟି ବାଦ୍ୟ ଦଳ ବାଜା ବଜାର ବିସର୍ଜନରେ ଅଂଶ ଗ୍ରହଣ କରିଥିଲେ।

।

Leave a Reply

Your email address will not be published. Required fields are marked *