ଭବାନୀପାଟଣା – ୧/୨ ସ୍ଥାନୀୟ ବ୍ଲକ ପରିସରରେ ଜିଲ୍ଲା ଭିନ୍ନକ୍ଷମ ପ୍ରମାଣ ପତ୍ର ବୋର୍ଡ ଭବାନୀପାଟଣା ବ୍ଲକ ପରିସରରେ ଅନୁଷ୍ଠିତFeb 1 2025 8:04PMPosted By: ମନୋଜ ସିଂହ ଙ୍କ ରିପୋର୍ଟ’ଭବାନୀପାଟଣା ତା: ୦୧/୦୨() ଭବାନୀପାଟଣା ବ୍ଲକ ପରିସରରେ ଜିଲ୍ଲା ଭିନ୍ନକ୍ଷମ ପ୍ରମାଣ ପତ୍ର ବୋର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ପାଳ ଶ୍ରୀ ପାୱାର ସଚିନ ପ୍ରକାଶ, ଭା.ପ୍ର.ସେ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କ ତତ୍ୱାବଧାନ ରେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର କହଁର ଙ୍କ ସହଯୋଗ ରେ ଭିନ୍ନକ୍ଷମ ପ୍ରମାଣ ପତ୍ର ବୋର୍ଡ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କ୍ୟାମ୍ପ ରେ ଅସ୍ଥିସଲ୍ୟ ବିଭାଗ ରୁ ଶ୍ରୀ ସୁନୀଲ କୁମାର ପାଢି, ବାଣୀ ଓ ଶ୍ରବଣ ବିଭାଗ ରୁ ଶ୍ରୀ ପ୍ରଦୁମ୍ନ କିଶୋର ପଣ୍ଡା, ଦୃଷ୍ଟି ବିଭାଗ ରୁ ଶ୍ରୀମତୀ ନିବେଦିତା ସାହୁ ଓ ମାନସିକ ଅନଗ୍ରସର ବିଭାଗ ରୁ ଶ୍ରୀ ପ୍ରବୀଣ କୁମାର ସାହୁ ଯୋଗ ଦେଇଥିଲେ। ଏହି କ୍ୟାମ୍ପ ରେ ମୋଟ ୨୪୨ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଛନ୍ତି। ତନ୍ମଧ୍ୟରୁ ୧୨୪ ଜଣ ଅସ୍ଥିସଲ୍ୟ ବିଭାଗ, ୩୮ ଜଣ ଦୃଷ୍ଟି ବାଧିତ, ୫୮ ଜଣ ବାଣୀ ଓ ଶ୍ରବଣ ବିଭାଗ ଏବଂ ୨୨ ଜଣ ମାନସିକ ଅନ ଗ୍ରସର ବିଭାଗ ରେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଡାକ୍ତର ଙ୍କ ଠାରେ ଯାଞ୍ଚ ହୋଇଥିଲେ ଓ ପରାମର୍ଶ ନେଇଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଆଲୋକପାତ କରିଥିଲେ।”ଭବାନୀପାଟଣା ତା: ୦୧/୦୨() ଭବାନୀପାଟଣା ବ୍ଲକ ପରିସରରେ ଜିଲ୍ଲା ଭିନ୍ନକ୍ଷମ ପ୍ରମାଣ ପତ୍ର ବୋର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ପାଳ ଶ୍ରୀ ପାୱାର ସଚିନ ପ୍ରକାଶ, ଭା.ପ୍ର.ସେ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କ ତତ୍ୱାବଧାନ ରେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର କହଁର ଙ୍କ ସହଯୋଗ ରେ ଭିନ୍ନକ୍ଷମ ପ୍ରମାଣ ପତ୍ର ବୋର୍ଡ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କ୍ୟାମ୍ପ ରେ ଅସ୍ଥିସଲ୍ୟ ବିଭାଗ ରୁ ଶ୍ରୀ ସୁନୀଲ କୁମାର ପାଢି, ବାଣୀ ଓ ଶ୍ରବଣ ବିଭାଗ ରୁ ଶ୍ରୀ ପ୍ରଦୁମ୍ନ କିଶୋର ପଣ୍ଡା, ଦୃଷ୍ଟି ବିଭାଗ ରୁ ଶ୍ରୀମତୀ ନିବେଦିତା ସାହୁ ଓ ମାନସିକ ଅନଗ୍ରସର ବିଭାଗ ରୁ ଶ୍ରୀ ପ୍ରବୀଣ କୁମାର ସାହୁ ଯୋଗ ଦେଇଥିଲେ। ଏହି କ୍ୟାମ୍ପ ରେ ମୋଟ ୨୪୨ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଛନ୍ତି। ତନ୍ମଧ୍ୟରୁ ୧୨୪ ଜଣ ଅସ୍ଥିସଲ୍ୟ ବିଭାଗ, ୩୮ ଜଣ ଦୃଷ୍ଟି ବାଧିତ, ୫୮ ଜଣ ବାଣୀ ଓ ଶ୍ରବଣ ବିଭାଗ ଏବଂ ୨୨ ଜଣ ମାନସିକ ଅନ ଗ୍ରସର ବିଭାଗ ରେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଡାକ୍ତର ଙ୍କ ଠାରେ ଯାଞ୍ଚ ହୋଇଥିଲେ ଓ ପରାମର୍ଶ ନେଇଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଆଲୋକପାତ କରିଥିଲେ।’