ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ତଦାନ ଶିବିର ଅନୁଷ୍ଠିତ

କେସିଙ୍ଗା , କଳାହାଣ୍ଡି ତା ୧୨.୦୧.୨୦୨୫ ରିଖ ରବିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ନିହାର ରଞ୍ଜନ ପଣ୍ଡା ADMO କଳାହାଣ୍ଡି ଯୋଗ ଦେଇ କାର୍ଯ୍ୟ କ୍ରମର ଶୁଭ ଉଦଘାଟନ କରି ସମାଜରେ ରକ୍ତର ଆବଶ୍ୟକତା ଓ ତାର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ବିଶ୍ଵନାଥ କମାନି ଖଣ୍ଡ ସଂଘ ଚାଳକ RSS କେସିଙ୍ଗା, ଶ୍ରୀ ସିମାଞ୍ଚଲ ବୁଦ୍ଧିଆ ସଭାପତି ଶିଶୁ ମନ୍ଦିର କେସିଙ୍ଗା,ଶ୍ରୀ ବିବେନ୍ଦୁ ବଳ Blood Bank Incharge, ଭବାନୀପାଟଣା, ଡ. ରବିନ୍ଦ୍ର ନାଥ ଖଟୁଆ CHC କେସିଙ୍ଗା, ଶ୍ରୀ ପ୍ରବୀଣ କୁମାର ବେହେରା ପ୍ରଧାନ ଆଚାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ପ୍ରମୁଖ ମଞ୍ଚାସିନ ଥିଲେ। ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ , ଅଭିଭାବିକା ,ପୂର୍ବତନ ଛାତ୍ର ରକ୍ତ ଦାନ କରିଥିଲେ । ଏହି ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା । ଉକ୍ତ ରକ୍ତ ଦାନ ଶିବିରରେ ଶିଶୁ ମନ୍ଦିର କେସିଙ୍ଗା ପରିବାର , ଭାରତୀୟ ଜନତା ପାର୍ଟି,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ରାଷ୍ଟ୍ରୀୟ ସ୍ଵଂସେବକ ସଂଘ , ବିଶ୍ଵ ହିନ୍ଦୁ ପରିଷଦର,ନେଶନାଲ୍ ମେଡିକୋ ଅର୍ଗା ନାଇ ଯେସନଙ୍କ ମିଳିତ ସହଯୋଗ ରେ କାର୍ଯ୍ୟ କ୍ରମଟି ସଫଳ ମଣ୍ଡିତ ହୋଇପାରିଛି ।କେସିଙ୍ଗା , କଳାହାଣ୍ଡି ତା ୧୨.୦୧.୨୦୨୫ ରିଖ ରବିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ନିହାର ରଞ୍ଜନ ପଣ୍ଡା ADMO କଳାହାଣ୍ଡି ଯୋଗ ଦେଇ କାର୍ଯ୍ୟ କ୍ରମର ଶୁଭ ଉଦଘାଟନ କରି ସମାଜରେ ରକ୍ତର ଆବଶ୍ୟକତା ଓ ତାର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ବିଶ୍ଵନାଥ କମାନି ଖଣ୍ଡ ସଂଘ ଚାଳକ RSS କେସିଙ୍ଗା, ଶ୍ରୀ ସିମାଞ୍ଚଲ ବୁଦ୍ଧିଆ ସଭାପତି ଶିଶୁ ମନ୍ଦିର କେସିଙ୍ଗା,ଶ୍ରୀ ବିବେନ୍ଦୁ ବଳ Blood Bank Incharge, ଭବାନୀପାଟଣା, ଡ. ରବିନ୍ଦ୍ର ନାଥ ଖଟୁଆ CHC କେସିଙ୍ଗା, ଶ୍ରୀ ପ୍ରବୀଣ କୁମାର ବେହେରା ପ୍ରଧାନ ଆଚାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ପ୍ରମୁଖ ମଞ୍ଚାସିନ ଥିଲେ। ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ , ଅଭିଭାବିକା ,ପୂର୍ବତନ ଛାତ୍ର ରକ୍ତ ଦାନ କରିଥିଲେ । ଏହି ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା । ଉକ୍ତ ରକ୍ତ ଦାନ ଶିବିରରେ ଶିଶୁ ମନ୍ଦିର କେସିଙ୍ଗା ପରିବାର , ଭାରତୀୟ ଜନତା ପାର୍ଟି,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ରାଷ୍ଟ୍ରୀୟ ସ୍ଵଂସେବକ ସଂଘ , ବିଶ୍ଵ ହିନ୍ଦୁ ପରିଷଦର,ନେଶନାଲ୍ ମେଡିକୋ ଅର୍ଗା ନାଇ ଯେସନଙ୍କ ମିଳିତ ସହଯୋଗ ରେ କାର୍ଯ୍ୟ କ୍ରମଟି ସଫଳ ମଣ୍ଡିତ ହୋଇପାରିଛି ।

Leave a Reply

Your email address will not be published. Required fields are marked *