୧) ଆମାଜାନ: (ବ୍ରାଜିଲ, କଲମ୍ବିଆ ଓ ପେରୁ) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୨୦୯,୦୦୦ ଘ.ମି.।
୨) କଙ୍ଗୋ:( ଡିପିଆର କଙ୍ଗୋ) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୪୧,୦୦୦ ଘ.ମି.।
୩) ଓରିନୋକୋ ( କଲମ୍ବିଆ ଓ ଭେନଜୁଏଲା) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୪୦,୦୦୦ ଘ.ମି. ।
୪) ଗଙ୍ଗା ( ଭାରତ) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୩୮,୧୨୮ ଘ.ମି. ।
୫) ମାଡୈରା ( ବଲଭିଆ ଓ ବ୍ରାଜିଲ) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୩୧,୨୦୦ ଘ.ମି. ।
୬) ୟାଙ୍ଗେଜେ ( ଚୀନ୍) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୩୦,୧୬୬ ଘ.ମି. ।
୭) ନିଗ୍ରୋ ( କଲମ୍ବିଆ, ଭେନଜୁଏଲା ଓ ବ୍ରାଜିଲ) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୨୮, ୪୦୦ ଘ.ମି. ।
୮) ରିଓ- ଡେ- ଭା- ପ୍ଲାଟା (ଆର୍ଜେଣ୍ଟିନା ଓ ଉରୁଗୁଏ) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୨୨, ୦୦୦ ଘ.ମି. ।
୯) ବ୍ରହ୍ମପୁତ୍ର ( ଚୀନ୍ , ଭାରତ ଓ ବାଂଲାଦେଶ) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୧୯,୮୦୦ ଘ.ମି. ।
୧୦) ୟେନେସୈ ( ମଙ୍ଗୋଲିଆ, ରୁଷ୍ ଓ ଚୀନ୍ ) ପ୍ରତି ସେକେଣ୍ଡରେ ହାରାହାରି ଜଳ ପ୍ରବାହ ୧୯,୬୦୦ ଘ.ମି. ।