କେସିଙ୍ଗା -୨/୪ ଆଜିକାଲି ସୂଚନା ଅଧିକାର ଆଇନ ପ୍ରହସନ ପାଲଟିଯାଇଛି। କିଛି ସରକାରୀ ଅଧିକାରୀ ଓ ତଳିଆ କର୍ମଚାରୀ ମାନେ ଏହି ନିୟମକୁ ଦଳିମକଚି ଦେଇଥିବା ବେଳେ ଆଉ କେତେକ ସରକାରଙ୍କ ସହିତ ସଂଶ୍ଳିଷ୍ଟ ବେସରକାରୀ ସଂସ୍ଥା ଏହାକୁ ଫୁ କରି ବେନିୟମ ଭାବେ ଅର୍ଥ ରୋଜଗାର କରି ଚାଲିଛନ୍ତି। ଯାହାଫଳରେ ବେସରକାରୀ ସଂସ୍କା ବା ବ୍ୟକ୍ତିବିଶେଷ ଅର୍ଥ ବଳରେ ଧରାକୁ ସରା ମଣୁନାହାନ୍ତି. ଭୁଲ୍ କରି ବି ମୁହଁ ତୋଡ ମାରୁଛନ୍ତି. ସୂଚନା ଆଇନ ଅନୁସାରେ ମିଳିଥିବା