ବିଜେଡିର ଉତ୍ତରାଧିକାରୀ କିଏ?

କେସିଙ୍ଗା-26/8 ଆଗାମୀ ଦିନରେ ବିଜେଡିର କିଏ ନେତୃତ୍ୱ ନେବ ସେନେଇ ବର୍ତ୍ତମାନ ସମଗ୍ର ରାଜ୍ୟର ବିଜେଡି ନେତା ଓ କର୍ମୀମାନେ ଆଶା ଓ ଆଶଂକା ମଧ୍ୟରେ ରହିଛନ୍ତି। କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହୁ ନଥିବାରୁ ଦୁଇ ଦୁଇ ଥର ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଲେଣି। ଏଣୁ ତାଙ୍କର ଉତ୍ତରାଧିକାରୀ ହେବ ସେନେଇ ବିଜେଡି ନେତୃବୣନ୍ଦଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି। ବିଜେଡିର କେତେକ ବରିଷ୍ଠ ନେତା ନୂତନ ଆଞ୍ଚଳିକ ଦଳ କରିବା ପାଇଁ ବୈଠକ କରୁଥିବା ବେଳେ ଆଉ କେତେକ ଭି କେ ପାଣ୍ଡିଆନଙ୍କୁ ବିଜେଡିର ଆଗାମୀ ଉତ୍ତରାଧିକାରୀ ରୂପେ ବାଛି ନେଲେଣି।

Leave a Reply

Your email address will not be published. Required fields are marked *