ବିଜ୍ଞାପିତ ଅଞ୍ଚଳ ପରିଷଦ, କେସିଙ୍ଗା

ସ୍ବାୟତ୍ତ ଶାସନ ଦିବସ 2025 ଉପଲକ୍ଷେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ନିବେଦନ

ପରିଷଦ ଅଞ୍ଚଳରେ ନୂତନ ବାସଗୣହ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ନକ୍ସା ଅନୁମୋଦନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ।

ସର୍ବସାଧାରଣଙ୍କ ରାସ୍ତା ଉପରେ ବାଲି, ମାଟି, ଗ୍ରୁହ ନିର୍ମାଣ ସାମଗ୍ରୀ ରଖି ରାସ୍ତା ଅବରୋଧ କରନ୍ତୁ ନାହିଁ।

ପରିଷଦ ମଧ୍ୟରେ ଥିବା ଜାତୀୟ ରାଜପଥ ଓ ପରିଷଦ ରାସ୍ତା ଉପରେ ଯାନବାହାନ ରଖନ୍ତୁ ନାହିଁ।

ଜାତୀୟ ରାଜପଥ ଉପରେ ଠେଲା, ଅସ୍ଥାୟୀ ଦୋକାନ ଓ ପସରା ମେଲେଇ ବ୍ୟବସାୟ କରନ୍ତୁ ନାହିଁ, ଦୁର୍ଘଟଣା ହେବାର ସମ୍ଭାବନାକୁ ଏଡାନ୍ତୁ।

ଗୣହ ନିର୍ମାଣ କାର୍ଯ୍ୟ ସମାପନ ପରେ ଗୣହ ନିର୍ମାଣ ସାମଗ୍ରୀ ଉଠାଇ ନିଅନ୍ତୁ ଓ ରାସ୍ତାଘାଟ ଅବରୋଧ ମୁକ୍ତ କରନ୍ତୁ ଏବଂ ପରିଷଦକୁ ଗୣହ ନିର୍ମାଣ ତିଆରିର ସମ୍ପୂର୍ଣ ପ୍ରମାଣ ପତ୍ର ପ୍ରଦାନ କରନ୍ତୁ।

ଶ୍ରୀଯୁକ୍ତ ନୣପରାଜ ଯାଦବ , ଅଧ୍ୟକ୍ଷ

ସରସ୍ବତୀ ସାହା, ଉପାଧ୍ୟକ୍ଷା

ଓ କାଉନସିଲର ବୣନ୍ଦ

ଶ୍ରୀମତୀ ମଞ୍ଜଳା ସାହୁ, ଓ୍ବାର୍ଡ ନଂ-1

ଶ୍ରୀ ଭୁପେନ୍ଦ୍ର ଘିବେଲା, ଓ୍ବାର୍ଡ ନଂ -2

ଶ୍ରୀ ରୋହିତ କୁମାର ଜୈନ, ଓ୍ବାର୍ଡ ନଂ -3

ଶ୍ରୀ ଧରଣୀଧର ନାଏକ, ଓ୍ବାର୍ଡ ନଂ -4

ଶ୍ରୀମତୀ ମଞ୍ଜୁ ମାଝୀ, ଓ୍ବାର୍ଡ ନଂ 5

ଶ୍ରୀ ଶମ୍ଭୁ ବଗର୍ତ୍ତୀ, ଓ୍ବାର୍ଡ ନଂ-6

ଶ୍ରୀ ପ୍ରକାଶ ବନଛୋର, ଓ୍ବାର୍ଡ ନଂ -7

ଶ୍ରୀମତୀ କବିତା ମାଝୀ, ଓ୍ବାର୍ଡ ନଂ -9

ଶ୍ରୀମତୀ ପ୍ରେରଣା ନାଏକ, ଓ୍ବାର୍ଡ ନଂ-10

ଶ୍ରୀ ରମାକାନ୍ତ ଜେନା ଓ୍ବାର୍ଡ ନଂ -11

ଶ୍ରୀମତୀ ହେମ ସୁନା, ଓ୍ବାର୍ଡ ନଂ -12.

Leave a Reply

Your email address will not be published. Required fields are marked *