ଆସନ୍ତା ୨୭ ତାରିଖରେ ଚାଲିବ ବ୍ରହ୍ମପୁର – ଉଧ୍ନା ଅମ୍ରିତ ଭାରତ ଏକ୍ସପ୍ରେସ

କେସିଙ୍ଗା – ୨୬/୯ ଆସନ୍ତା ୨୭ ତାରିଖ ୧୧ଟାରେ ଝାରସୁଗୁଡା ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରଚୁଆଲ ମୋଡରେ ପତାକା ଦେଖାଇ ବ୍ରହ୍ମପୁର – ଉଧ୍ନା (ସୁରତ ) ଅମ୍ରିତ ଭାରତ ଏକ୍ସପ୍ରେସ ଟ୍ରେନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ରେଲ ଡିଭିଜନ ଅନ୍ତର୍ଗତ ମୁନିଗୁଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି ଓ ଖରିଆର ରୋଡ଼ ଷ୍ଟେସନ ଠାରେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଲୋକସଭା ସଦସ୍ୟ/ସଦସ୍ୟା ଓ ବିଧାୟକ ମାନେ ଉପସ୍ଥିତ ରହି ଉକ୍ତ ଟ୍ରେନକୁ ପତାକା ଦେଖାଇବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *