ଚୋରା ମୋଟର ସାଇକେଲ ଓ ମୋବାଇଲ ଜବତ

କେସିଙ୍ଗା ୨୯/୯ ଗତକାଲି କେସିଙ୍ଗା ଆଦର୍ଶ ଥାନା ପୋଲିସ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ସର୍ଗିପାଲି ଗ୍ରାମର ଦୁଷ୍ମନ୍ତ ସାହୁ ଓରଫ ଟୁନାଙ୍କ ଠାରୁ ଏକ ଚୋରା ମୋଟର ସାଇକେଲ ନଂ ଓଡି ୧୭ଏ ୨୩୧୩ ଓ ଗୋଟିଏ ମୋଟର୍ଲା କମ୍ପାନୀର ଆଣ୍ଡ୍ରଏଡ ମୋବାଇଲ ଜବତ କରିଛନ୍ତି। ଏନେଇ ଥାନା କେଶ ନଂ୪୫୯ / ୨୪. ୫. ୨୫ ରେ ମାମଲା ରୁଜୁ ସହ ୩୦୯ (୬)।ବିଏନଏସ ରେ ଗତକାଲି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *