ପୂର୍ବତନ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ ଗେଲ୍ (GAIL) ରେ ରାଜସ୍ବ ଅଧିକାରୀ ଭାବେ ନିଯୁକ୍ତି

ବଲାଙ୍ଗୀର – ୨/୪ ପୂର୍ବତନ ବି ଡ଼ି ଓ, କେସିଙ୍ଗା,ଶ୍ରୀ ପଦ୍ମନାଭ ପୁରୋହିତ, ଓଡିଶା ପ୍ରଶାସନିକ ସେବା (ଓ ଏ ଏସ) ସେବାନିବୃତ୍ତ ଅଧିକାରୀ, ଭାରତ ସରକାର ଙ୍କର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ସରକାରୀ ଶିଳ୍ପ ଉଦ୍ୟୋଗ ମହାରତ୍ନ କମ୍ପାନୀ ଭାବରେ ଖ୍ୟାତି ଅର୍ଜନ କରିଥିବା ଗ୍ୟାସ୍ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ (GAIL) ର ରାଜସ୍ବ ଅଧିକାରୀ ଭାବରେ ଏହାର ଝାରସୁଗୁଡା ସ୍ଥିତ କାର୍ଯ୍ୟାଳୟ ପାଇଁ ମନୋନୀତ ହୋଇଅଛନ୍ତି l ଏଇ ସୁନାମଧନ୍ୟ କେନ୍ଦ୍ରସରକାରଙ୍କ ର ଉଦ୍ୟୋଗରେ ତାଙ୍କର ନିଯୁକ୍ତି ପାଇଥିବାରୁ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି। ତେଣୁ ତାଙ୍କୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ ତଥା ଶୁଭେଛୁ ଅଭିନନ୍ଦନ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *