About Us

Samachar Surabhi

ସପ୍ତାହିକ ଖବର କାଗଜ ସମାଚାର ସୁରଭି 2008 ମସିହା ଜାନୁଆରୀ ରେ ପଥମ ପ୍ରକାଶିତ ହୋଇଥିଲା ସେଦିନଠାରୁ ଆଜିପର୍ଯ୍ୟନ୍ତ ସବୁ ବର୍ଗର ପାଠକମାନଙ୍କ ପାଖରେ ଆଦୃତ ହୋଇଚି ଓ ପାଠକ ଙ୍କ ମନ ଜିଣିଛି ସମସ୍ତଙ୍କ ମନଛୁଇଁଲା ପରି ଏଥିରେ ଥାଏ ସ୍ଥାନୀୟ ଖବର,ଦେଶ ବିଦେଶ ଖବର,ସାହିତ୍ୟ,ନାରୀର ସୌନ୍ଦର୍ଯ୍ୟ କରଣ ,ରାଶିଫଳ, ରୋଷେଇ ଟିପ୍ସ, ଖେଳ ଓଁ ସିନେମା, ଏସବୁ ପ୍ରକାଶିତ ହୁଏ, ଏଥିପାଇଁ ଆଜିପର୍ଯ୍ୟନ୍ତ ସମାଚାର ସୁରଭି ତାର ଏକ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଛି l