ଦାଦନ ଖଟି ଯାଇଥିବା ବ୍ୟକ୍ତି ନିଖୋଜ

କେସିଙ୍ଗା -୨୬/୩ କେସିଙ୍ଗା ଥାନା ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବିନୋଦ ଗଉଡ, ପିତା- ଶଙ୍ଖ ଗଉଡ ଗତ ୨୨. ୩. ୨୦୨୬ ରେ ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇଥିଲେ। ସେ ସେଠାରେ ରାତିରେ ପହଞ୍ଚିଥିଲା ବେଳେ ସକାଳୁ ନିଖୋଜ ହୋଇ ଯାଇଥଲେ। ଶ୍ରୀ ବିନୋଦ ଗଉଡ ଅର୍ଚ୍ଚିତା କ୍ରୋମର ପେଡିଲାଇଟରେ କାମ କରିବାକୁ ଯାଇ ଆଜି ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ତେଣୁ ସ୍ଥାନୀୟ ପୋଲିସ ତଥା ଜିଲ୍ଲା ପ୍ରଶାସନ ଏହାର ଅନୁସନ୍ଧାନ କରି ବିନୋଦକୁ ଘରକୁ ଫେରାର ଆଣିବାକୁ ପରିବାର ଲୋକେ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *