ତୁର୍ଲାଖମନ ପଞ୍ଚାୟତରେ କେସିଙ୍ଗା ବ୍ଲକସ୍ତରୀୟ ବିକଶିତ ବାହନ

କେସିଙ୍ଗା – ୧୩/୬ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ଗତକାଲି ଠାରୁ ବିକଶିତ ବାହନ ଭ୍ରମଣ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଆଜି କେସିଙ୍ଗା ବ୍ଲକର ବିକଶିତ ବାହନ ତୁର୍ଲାଖମନ ଗ୍ରାମ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଗ୍ରାମରେ ରାଜ୍ୟ ସରକାରଙ୍କ ଗୁଣଗାନ କରିଛି। ତୁର୍ଲାଖମନ ପଞ୍ଚାୟତରେ ୨/୩ ଘଣ୍ଟା ରହଣି ପରେ ତୁଣ୍ଡଲା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ରାଜ୍ୟ ବିଜେପି ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟର ପ୍ରଚାର ପ୍ରସାର କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *