କେସିଙ୍ଗା ୨୯/୮ ଗତକାଲି ପଶ୍ଚିମ ଓଡିଶାବାସୀ ମହା ଧୁମଧାମରେ ପାଳନ କରିଥିଲେ କୣଷିଭିତ୍ତିକ ଗଣପର୍ବ ନୂଆଁଖାଇ। ପରିବାରର ମହିଳାମାନେ ସକାଳୁ ନିଜ…
Author: Samachar Surabhi
କାଣ୍ଡେଲ ସଭକରୀ ଉଚ୍ଚ ବିଦ୍ୟାଳୟରେ ଖୋଲିଲା ଯୁକ୍ତ ୨ ମହାବିଦ୍ୟାଳୟ
କେସିଙ୍ଗା -୨୮/୮କାଣ୍ଡେଲ ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାଣ୍ଡେଲ…
୨୮ ତାରିଖ ଗୁରୁବାର କୣଷିଭିତ୍ତିକ ଗଣପର୍ବ ନୂଆଖାଇ ଉପଲକ୍ଷେ କେସିଙ୍ଗା ତଥା କଳାହାଣ୍ଡି ବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ
ସଦାନନ୍ଦ ପୁଟେଲ, ବୈଦ୍ୟରାଜ କାଣ୍ଡେଲ, କେସିଙ୍ଗା, କଳାହାଣ୍ଡି
ଆସନ୍ତା ୨୮ ତାରିଖ କୣଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ କେସିଙ୍ଗା ତଥା କଳାହାଣ୍ଡି ବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ
ସଦାନନ୍ଦ ପୁଟେଲ, କବିରାଜ, କାଣ୍ଡେଲ, କେସିଙ୍ଗା, କଳାହାଣ୍ଡି
କୣଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ କେସିଙ୍ଗା ବ୍ଲକବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା
ପଦ୍ମନାଭ ପୁରୋହିତ ପୂର୍ବତନ ବିଡିଓ, କେସିଙ୍ଗା ବ୍ଲକ
ବିଜେଡିର ଉତ୍ତରାଧିକାରୀ କିଏ?
କେସିଙ୍ଗା-26/8 ଆଗାମୀ ଦିନରେ ବିଜେଡିର କିଏ ନେତୃତ୍ୱ ନେବ ସେନେଇ ବର୍ତ୍ତମାନ ସମଗ୍ର ରାଜ୍ୟର ବିଜେଡି ନେତା ଓ କର୍ମୀମାନେ ଆଶା…
ଭାରତ ସମବାୟ ଆନ୍ଦୋଳନର ଦ୍ୱିତୀୟ ବିପ୍ଳବ
ଭୁବନେଶ୍ୱର- କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ସାହାଙ୍କ ନେତୃତ୍ୱରେ ସମବାୟ ସମିତି ଗୁଡିକର ଏକ ଡାଟାବେସ୍ ତିଆରି…
ଏବେବି କିଛି ରାଜ୍ୟ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ବିଜେଡି ପ୍ରୀତି
କେସିଙ୍ଗା ୧୬/୮ ଗତକାଲି କେସିଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ୬୫ କୋଟି ଟଙ୍କା ବ୍ୟୟରେ…
ଚଳିତ ବର୍ଷ ଭୟାନକ ମରୁଡି
କେସିଙ୍ଗା -୧୧/୮ ଚଳିତ ବର୍ଷ କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଓ କଶୣପଡା ପଞ୍ଚାୟତ ସ୍ବଳ୍ପ ବର୍ଷା ଯୋଗୁଁ ଭୟାନକ ମରୁଡି…
‘ସତ୍ୟର ସ୍ବର’ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ
କେସିଙ୍ଗା- ୧୦/୮ ୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ସାମାଜିକ ଗଣମାଧ୍ୟମ “ସତ୍ୟରସ୍ୱର ” ପକ୍ଷରୁ କେସିଙ୍ଗା ଏନ୍ ଏ ସି…