କେସିଙ୍ଗା- ୨୭/୭ ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହେବ, ସେହି ନାରାକୁ ଆଉ ଏକ ପାଦ ଆଗେଇ ନେବାରେ ସହାୟକ…
Author: Samachar Surabhi
ବ୍ଲକ ପ୍ରଶାସନ ଚାଲାକି କରି ଗୋଟାଇଛି ପ୍ରଶଂସା
କେସିଙ୍ଗା,୨୬।୭ କଳାହାଣ୍ଡି ଗସ୍ତରେ ଆସିଥିବା କେନ୍ଦ୍ରୀୟ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗର ଦୁଇ ଜଣ ଜାତୀୟସ୍ତରୀୟ ପର୍ଯ୍ୟବେକ୍ଷକ ଆଜି କେସିଙ୍ଗା ବ୍ଲକକୁ ଆସି…
କେସିଙ୍ଗାରେ ପୁନଃ ନୋଏଣ୍ଟ୍ରି କାର୍ଯ୍ୟକାରୀ କରିବାକୁ ବିଜେପି ପକ୍ଷରୁ ଏସଡିପିଓ ଙ୍କୁ ଦାବିପତ୍ର
କେସିଙ୍ଗା -୨୪/୭ କେସିଙ୍ଗା ସହରରେ ଜନଗହଳି ତଥା ଘୋର ଟ୍ରାଫିକ ସମସ୍ୟା ପାଇଁ ଅତୀତରେ ବଡବଡ ଏବଂ ଭାରିଯାନ ଗୁଡିକୁ ସକାଳ…
ସତ୍ୟର ସ୍ବର ପରିବାର ପକ୍ଷରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଫଳ ବଣ୍ଟନ
କେସିଙ୍ଗା-୨୦/୭ ସତ୍ୟ ର ସ୍ୱର ପରିବାର ପକ୍ଷରୁ ରୋଗୀ ଙ୍କୁ ଫଳ ବଣ୍ଟନ । ପ୍ରମୁଖ ସାମାଜିକ ଗଣମାଧ୍ୟମ “ସତ୍ୟ ର…
ଗିନିଜ୍ ବୁକ୍ ଅଫ୍ ରେକର୍ଡ ଅଧିକୣତ କେସିଙ୍ଗା ବୣନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାରଙ୍କୁ ସମ୍ବର୍ଦ୍ଧିତ
କେସିଙ୍ଗା-୧୮/୭ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ସାଧାରଣ ପେରେଡ଼ରେ ୫ହଜାର ରୁ ଉର୍ଦ୍ଧ୍ବ ଫିଉଜନ ନୃତ୍ୟରେ…
ସମଲେଶ୍ୱରୀ ହାଇସ୍କୁଲ, କୁଣ୍ଡାବନ୍ଧର ପ୍ରଧାନଶିକ୍ଷକ ଙ୍କ ଦବଙ୍ଗଗିରୀ
କେସିଙ୍ଗା – ୧୬/୭ ପୂର୍ବତନ ବିଜେଡି ସରକାର ରାଜ୍ୟର ସମସ୍ତ ହାଇସ୍କୁଲ ଗୁଡିକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୫ଟିରେ ରୂପାନ୍ତରିତ…
ଦୀର୍ଘ ୧୮ମାସ ହେଲା ଖରାପ ହୋଇ ପଡିଛି ସୋଲାର ଚାଳିତ ପାଣି ପମ୍ପ
କେସିଙ୍ଗା -୧୪/୭ କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ନୂଆପଡାରେ ନିର୍ମିତ ସୋଲାର ଚାଳିତ ପାଣି ପମ୍ପ ଦୀର୍ଘ…
କଳାହାଣ୍ଡି ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
କେସିଙ୍ଗା ୧୩/୭ ଜାମୁକାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀଙ୍କ ହତ୍ୟା ଘଟଣା ପରେ କେନ୍ଦ୍ର ସରକାର ନାଗରିକଙ୍କ ସୁରକ୍ଷା ପାଇଁ କଡା ଆଭିମୁଖ୍ୟ…
ସତ୍ୟର ସ୍ବର, କେସିଙ୍ଗା ପକ୍ଷରୁ ବୣକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କେସିଙ୍ଗା-୬/୭ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ସତ୍ୟର ସ୍ୱର ( ସାମାଜିକ ଗଣମାଧ୍ୟମ ) କେସିଙ୍ଗା ଟିମ୍ ତରଫରୁ ଏକ…
ସଚେତନ ନାଗରିକ ମଞ୍ଚ, କେସିଙ୍ଗାର ଆନ୍ଦୋଳନ ପ୍ରତ୍ୟାହୣତ
କେସିଙ୍ଗା-୫/୭ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସଚେତନ ନାଗରିକ ମଞ୍ଚ, କେସିଙ୍ଗା ପକ୍ଷରୁ ୧୦ଟି ଦାବି ସରକାର…