କେସିଙ୍ଗା- ୧୯/୧୨ କ୍ରମବର୍ଦ୍ଧଷ୍ଣୁ କେସିଙ୍ଗା ପାଇଁ ଏକ ବାଇପାସ ରାସ୍ତାର ଆବଶ୍ୟକତା ରହିଥିବା ଦୣଷ୍ଟିରୁ ସ୍ଥାନୀୟ ବାଇପାସ କ୍ରିୟାନୁଷ୍ଠାନ କମିଟୀ ଜିଲ୍ଲାପାଳ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବାଇପାସ ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଛି।
ସିଙ୍ଗା ସହରବାସୀ ବିଭନ୍ନ ମାଧ୍ୟମ ରେ ଯେପରି କି ଜିଲ୍ଲାପାଳ, ସାଂସଦ, ବିଭାଗୀୟ ଅଧିକାରୀ ତଥା ମୁଖ୍ୟ ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଆଜିର ଆବଶ୍ୟକତା କେସିଙ୍ଗାରେ ଏକ ବାଇପାସ୍ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି। ଓ ଦେଖାକରି ଗୁହାରି ମଧ୍ୟ ଜଣାଇଛନ୍ତି। କିନ୍ତୁ ଆଯକୁ ପଖାପାଖି ବର୍ଷେ ହେବାକୁ ଯାଉଚି। କେହି ମଧ୍ୟ ଏହା ଉପରେ ସ୍ପନ୍ଦନ ହୋଇ ପଦକ୍ଷେପ ନେବା ଭଳି ଦେଖା ଯାଉ ନାହିଁ। କି କେସିଙ୍ଗା ଲୋକଙ୍କୁ ସମ୍ମାନ ଦେଇ ସେମାନଙ୍କ ସଙ୍ଗେ ଗୋଟେ ଛୋଟ ବୈଠକ ଚର୍ଚା କିମ୍ବା ଜବାବ ମଧ୍ୟ ରଖିଲେ ନାହିଁ। ଏହା ଅଞ୍ଚଳବାସୀଙ୍କ ଉପରେ ଏକ ଘୋର ଅନ୍ୟାୟ, ଅବହେଳା ଓ ଅପମାନ ଅଟେ। ଏଣୁ ଏହି ବିଷୟକୁ ସମସ୍ତେ ଗମ୍ଭୀରତା ସହ ନେଇଛନ୍ତି। ଓ ଆଗକୁ ଏହା ଉପରେ ସରକାର ତଥା ପ୍ରଶାସନ କୁ ଜବାବ ମଗାଯିବ।କେସିଙ୍ଗା ସହର ବାସି ବିଭନ୍ନ ମାଧ୍ୟମ ରେ ଯେପରି କି ଜିଲ୍ଲାପାଳ, ସାଂସଦ, ବିଭାଗୀୟ ଅଧିକାରୀ ତଥା ମୁଖ୍ୟ ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଆଜିର ଆବଶ୍ୟକତା କେସିଙ୍ଗା ରେ ଏକ ବାଇପାସ୍ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି। ଓ ଦେଖାକରି ଗୁହାରି ମଧ୍ୟ ଜଣାଇଛନ୍ତି। କିନ୍ତୁ ଆଯକୁ ପଖାପାଖି ବର୍ଷେ ହେବାକୁ ଯାଉଚି। କେହି ମଧ୍ୟ ଏହା ଉପରେ ସ୍ପନ୍ଦନ ହୋଇ ପଦକ୍ଷେପ ନେବା ଭଳି ଦେଖା ଯାଉ ନାହିଁ। କି କେସିଙ୍ଗା ଲୋକଙ୍କୁ ସମ୍ମାନ ଦେଇ ସେମାନଙ୍କ ସଙ୍ଗେ ଗୋଟେ ଛୋଟ ବୈଠକ ଚର୍ଚା କିମ୍ବା ଜବାବ ମଧ୍ୟ ରଖିଲେ ନାହିଁ। ଏହା ଅଞ୍ଚଳବାସୀଙ୍କ ଉପରେ ଏକ ଘୋର ଅନ୍ୟାୟ, ଅବହେଳା ଓ ଅପମାନ ଅଟେ। ଏଣୁ ଏହି ବିଷୟକୁ ସମସ୍ତେ ଗମ୍ଭୀରତା ସହ ନେଇଛନ୍ତି। ଓ ଆଗକୁ ଏହା ଉପରେ ସରକାର ତଥା ପ୍ରଶାସନ କୁ ଜବାବ ମଗାଯିବ।