ବିପିଏଲ ପରିବାର ନାମ ଘୋଷିତ

ବାନୀପାଟଣା-୧/୩ ବିପିଏଲ୍ ପରିବାର ଭାବେ ଜଳେଶ୍ଵର ପ୍ରାଥମିକ ବିଦ୍ୟାଳୟର ବ୍ରହ୍ମାନନ୍ଦ ରଣା, ପ୍ରଦେଶ ପଡା ପ୍ରାଥମିକ ବିଦ୍ୟାଳୟର ଦେବାଶିଷ ସାହୁ, ବାପୁଜୀ ଉଚ ପ୍ରାଥମିକ ବିଦ୍ୟାଳୟର ମାମୁନି ଟୁଡୁ, ତ୍ରିବେଣୀ ପ୍ରାଥମିକ ବିଦ୍ୟାଳୟର ହିରେଶ୍ ସାହୁ, ଜୋର ପଡା ପ୍ରାଥମିକ ବିଦ୍ୟାଳୟ ର ତନ୍ମୟି ମେହେର, ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଗୋପାଳ ଚୌଧୁରୀ ଓ ଶ୍ବସ୍ତି ପ୍ରସାଦ ପୁଝାରୀଙ୍କ ନାମ ପ୍ରକାଶିତ ହୋଇଛି।

Leave a Reply

Your email address will not be published. Required fields are marked *