ଶିକ୍ଷକ କୁଞ୍ଜ ବିହାରୀ ମିଶ୍ରଙ୍କ ବିୟୋଗରେ ଶୋକସଭା

ଭବାନୀପାଟଣା-୨୪/୧୧ ସ୍ଵର୍ଗତ ଶିକ୍ଷକ କୁଞ୍ଜ ବିହାରୀ ମିଶ୍ରଙ୍କ ଅକାଳ ବିୟୋଗରେ କଳାହାଣ୍ଡି ଜିଲା ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ଠାରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିରେନ ବାଗ ଙ୍କ ଅଧ୍ୟକ୍ଷତାରେ ଶୋକ ସଭା ଅନୁଷ୍ଟିତ ହୋଇଯାଇଛି। ଏହି ଶୋକ ସଭାରେ ରାଜ୍ଯ ଫେଡେରେସନ ଏ ୟୁ ପି ଟି ଏଫ ର ସଭାପତି ଧୀରେନ ପଟ୍ଟନାୟକ ଙ୍କ ସମେତ ଜିଲା ସ୍ତରୀୟ କର୍ମକର୍ତ୍ତା ଜୁନାଗଡ, ଥୁଆମୂଳ ରାମପୁର, ସଦର ବ୍ଲକ ସଭାପତି,ସମ୍ପାଦକ, କର୍ମକର୍ତା ବୃନ୍ଦ,ଏକ୍ସ କ୍ୟାଡର୍ କର୍ମକର୍ତା ସହ ବିଭିନ୍ନ ଅଞ୍ଚଳ ର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ. ଉପସ୍ଥିତ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଁ ସ୍ଵର୍ଗତ ମିଶ୍ର ଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *