ସହକାରୀ ସରକାରୀ ଓକିଲ ହେଲେ ସନ୍ତୋଷ ଦାସ

କେସିଙ୍ଗା -୧୪/୧ କଳାହାଣ୍ଡି ଜିଲ୍ଲା ପୂର୍ବତନ ବିଜେପି ସମ୍ପାଦକ ତଥା କେସିଙ୍ଗା ଜେଏମଏଫସି କୋର୍ଟର ଜଣାଶୁଣା ଓକିଲ ସନ୍ତୋଷ ଦାଶ ସ୍ଥାନୀୟ କୋର୍ଟରେ ସହକାରୀ ସରକାରୀ ଓକିଲ ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ତେଣୁ ବିଜେପି ନଗର ସଭାପତି ପିଙ୍କୁ ପରିଡାଙ୍କ ସମେତ ପୂର୍ବତନ ନଗର କମିଟୀ ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୁର ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *