କେସିଙ୍ଗା -୩୦/୧୧ କଳାହାଣ୍ଡି ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ପକେଟ ଗରମ କରିବାରେ ବ୍ୟସ୍ତ ରହୁଥିବାରୁ ପୂର୍ବ ସରକାର ଅମଳରେ ହୋଇଥିବା ଉନ୍ନୟନ କାମ ପ୍ରତି ଅବହେଳା କରିଚାଲିଛନ୍ତି। ଯାହାଫଳରେ ଦିନକୁ ଦିନ ଦୁର୍ନୀତି ବଢି ବଢି ଚାଲିଛି।