କେସିଙ୍ଗା-ଭବାନୀପାଟଣା ରେଳ ଲାଇନ ମଞ୍ଜୁର

କେସିଙ୍ଗା – ୨୫/୧୨ କଳହାଣ୍ଡି ଜିଲ୍ଲା ଜୁନାଗଡର ପ୍ରଭାତ କୁମାର ଦାଶଙ୍କ ଆବେଦନ କ୍ରମେ ଇଷ୍ଟ କୋଷ୍ଟ ରେଳ ବିଭାଗର ପ୍ରିନ୍ସପାଲ ଚିଫ୍ ଅପରେସନ୍ସ ମ୍ୟାନେଜେର, ଭୁବନେଶ୍ୱରଙ୍କ ଚିଠି ନଂ 95/2025 Dt. 19.12.2025 ରିଖ ଅନୂସାରେ କେସିଙ୍ଗା – ଭବାନୀପାଟଣା ନୂଆ ରେଳ ଲାଇନକୁ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଥିବା ରିପୋର୍ଟ ମିଳିଛି। ଏଣୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା ବେଳେ ଜୁନାଗଡ଼ର ପ୍ରଭାତ ଦାଶଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *