କାଣ୍ଡେଲ ଆରୋଗ୍ୟ ମନ୍ଦିରରେ ବିଏସଏ ପକ୍ଷରୁ ଟିଆଇ ଯୋଜନ ଓ +୨ ମହାବିଦ୍ୟାଳୟରେ ଏଡସ୍ ଦିବସ ପାଳିତ

କେସିଙ୍ଗା୧/୧୨ ଆଜି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଟି ,ଆଇ ପ୍ରୋଜେକ୍ଟ କେସିଙ୍ଗା, ଆରୋଗ୍ୟ ମନ୍ଦିର ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ କାଣ୍ଡେଲ ର ସହଯୋଗିତା ରେ କାଣ୍ଡଲ ହାଇ ସ୍କୁଲ ଠାରେ ବିଶ୍ଵ ଏଡ୍ ସ ଦିବସ ପାଳନ ହୋଇଯାଇଛି । ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା କରାଯାଇଥିଲା ଓ ପରେ ସଭା କାର୍ଯ୍ୟ କରାଯାଇଥିଲା । ଏହି ସଭାରେ ଆରୋଗ୍ୟ ମନ୍ଦିର କାଣ୍ଡେଲ ର ଡ. ଶ୍ରୀଯୁକ୍ତ ହରେକୃଷ୍ଣ ଧଳ, ଡ଼.ପ୍ରଣତି କଂଶରାଡି ,ଏ ଏନ ଏମ୍ ଆଶଳତା ହୋତା ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଅଧ୍ୟାପକ ଉପେନ୍ଦ୍ର ଭୋଇ , ଟି ଆଇ ଯୋଜନା ର ପ୍ରୋଗ୍ରାମ ମେନେଜର ଶୁକଦେବ ଭୋଇ ଅତିଥି ରୂପେ ଯୋଗଦେଇ ଏଚ ଆଇ ଭି ଏଡ୍ସ କୁ ନେଇ ସଚେତନ ବାର୍ତ୍ତା ଦେଇଥିଲେ । କଲେଜ୍ ଛାତ୍ର/ଛାତ୍ରୀ ମାନଙ୍କୁ ନେଇ କୁଇଜ ଓ ଟାର୍ଗେଟ ଗ୍ରୁପ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରା ଯାଇଥିଲା । ହାଇ ସ୍କୁଲ ଶିକ୍ଷକ ହେମନ୍ତ ମାଝୀ ,ଟି ଆଇ ର ଭି,ମୁରଲୀ କ୍ରିଷ୍ଣା କବିତା ତାଣ୍ଡି,,ଅନୁରାଧା, ବର୍ଷା,,ଡମ୍ବରୁ, ବଦ୍ୟ, କାଉନସିଲର କ୍ଷିରସିନ୍ଧୁ ରଣା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଓ ଆର ଡବ୍ଲୁ କମ୍ବୁ ପାଣି ବାଗ ପରିଚାଳନା କରିଥିଲେ।ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଟି ,ଆଇ ପ୍ରୋଜେକ୍ଟ କେସିଙ୍ଗା, ଆରୋଗ୍ୟ ମନ୍ଦିର ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ କାଣ୍ଡେଲ ର ସହଯୋଗିତା ରେ କାଣ୍ଡଲ ହାଇ ସ୍କୁଲ ଠାରେ ବିଶ୍ଵ ଏଡ୍ ସ ଦିବସ ପାଳନ ହୋଇଯାଇଛି । ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା କରାଯାଇଥିଲା ଓ ପରେ ସଭା କାର୍ଯ୍ୟ କରାଯାଇଥିଲା । ଏହି ସଭାରେ ଆରୋଗ୍ୟ ମନ୍ଦିର କାଣ୍ଡେଲ ର ଡ. ଶ୍ରୀଯୁକ୍ତ ହରେକୃଷ୍ଣ ଧଳ, ଡ଼.ପ୍ରଣତି କଂଶରାଡି ,ଏ ଏନ ଏମ୍ ଆଶଳତା ହୋତା ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଅଧ୍ୟାପକ ଉପେନ୍ଦ୍ର ଭୋଇ , ଟି ଆଇ ଯୋଜନା ର ପ୍ରୋଗ୍ରାମ ମେନେଜର ଶୁକଦେବ ଭୋଇ ଅତିଥି ରୂପେ ଯୋଗଦେଇ ଏଚ ଆଇ ଭି ଏଡ୍ସ କୁ ନେଇ ସଚେତନ ବାର୍ତ୍ତା ଦେଇଥିଲେ । କଲେଜ୍ ଛାତ୍ର/ଛାତ୍ରୀ ମାନଙ୍କୁ ନେଇ କୁଇଜ ଓ ଟାର୍ଗେଟ ଗ୍ରୁପ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରା ଯାଇଥିଲା । ହାଇ ସ୍କୁଲ ଶିକ୍ଷକ ହେମନ୍ତ ମାଝୀ ,ଟି ଆଇ ର ଭି,ମୁରଲୀ କ୍ରିଷ୍ଣା କବିତା ତାଣ୍ଡି,,ଅନୁରାଧା, ବର୍ଷା,,ଡମ୍ବରୁ, ବଦ୍ୟ, କାଉନସିଲର କ୍ଷିରସିନ୍ଧୁ ରଣା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଓ ଆର ଡବ୍ଲୁ କମ୍ବୁ ପାଣି ବାଗ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *