ଓଡିଶା – ୧୨/୬ ରାଜ୍ୟ ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ମହୋତ୍ସବ ପାଳନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ରେ ବହୁ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଇଛି। ସରକାରଙ୍କ ଦ୍ଵାରା ଅନୁମୋଦିତ ମୁକ୍ତବୣତ୍ତି ସାମ୍ବାଦିକଙ୍କ ସହିତ ବହୁ ବରିଷ୍ଠ ସାମ୍ବାଦିକ ବାଦ୍ ପଡିଛନ୍ତି। ଏମାନଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ସନ୍ଦେହ ସୣଷ୍ଟି ହୋଇଛି। ଯେଉଁମାନେ ବର୍ତ୍ତମାନ କୌଣସି ଖବରକାଗଜ କିମ୍ବା ବୈଦୁତିକ ଗଣମାଧ୍ୟମ ଓ ଓ୍ବୈବ ଚ୍ୟାନେଲରେ କାର୍ଯ୍ୟ କରୁନାହାନ୍ତି ସେମାନେ ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିବା ଆଲୋଚନାର ବିଷୟ ପାଲଟିଛି।