ଏଲପିଜି, ପେଟ୍ରୋଲ ଓ ଡିଜେଲ ବିତରକମାନଙ୍କ ସହିତ ଜିଲ୍ଲାପାଳଙ୍କ ବୈଠକ

ଭବାନୀପାଟଣା:-୧୨/୩ ଓଡ଼ିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ OSWAN ହଲ୍ ଠାରେ ଜିଲ୍ଲାପାଳ କଳାହାଣ୍ଡି, ପାୱାର…

ନୂତନ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତ

କେସିଙ୍ଗା – ୧୨/୩ ଆଜି ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ…

ନର୍ଲାର ନୂତନ ଥାନା ଗୣହ ଉଦଘାଟିତ

ନର୍ଲା-୮/୩ (ପ୍ରଦୀପ କୁମାର ଗଉଡ) କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗ୍ରସ୍ତ ଅବସରରେ ରାଜ୍ୟରେ ୩୨୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ…

ଦୋଳ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା

ଭବାନୀପାଟଣା-୪/୩ ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣା ପଡ଼ା ଠାରେ ଦୋଳ ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳିତ ହୋଇଯାଇଅଛି l ଦଶମୀ…

ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜେଜେମା ଓ ଜେଜେବାପା ସମ୍ମିଳନୀ

ଭବାନୀପାଟଣା-୧/୩ ସ୍ଥାନୀୟ ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ବ୍ରଜବିହାରର ଶିଶୁ ବାଟିକା ବିଭାଗର ଜେଜେବାପା ଓ ଜେଜେମା ସମ୍ମିଳନୀ ଗତ ତା…

ବିପିଏଲ ପରିବାର ନାମ ଘୋଷିତ

ବାନୀପାଟଣା-୧/୩ ବିପିଏଲ୍ ପରିବାର ଭାବେ ଜଳେଶ୍ଵର ପ୍ରାଥମିକ ବିଦ୍ୟାଳୟର ବ୍ରହ୍ମାନନ୍ଦ ରଣା, ପ୍ରଦେଶ ପଡା ପ୍ରାଥମିକ ବିଦ୍ୟାଳୟର ଦେବାଶିଷ ସାହୁ, ବାପୁଜୀ…

ମେଧାବୣତ୍ତି ପରୀକ୍ଷାରେ କୣତୀ ୩ୟ ଓ ୫ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ

ଭବାନୀପାଟଣା -୧/୩ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ପୌରାଞ୍ଚଳ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧା…

ଟ୍ରାକ୍ଟର ଧକ୍କାରେ ଘଟଣା ସ୍ଥଳରେ ଯୁବକ ମୣତ

ନର୍ଲା -୨୮/୨ ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଶାନ୍ତପୁର ନିକଟରେ ଟ୍ରାକ୍ଟର ଧକ୍କାରେ ଶୁକ୍ରବାର…

ଶ୍ୟାମ ବାବାଙ୍କ ଫାଲଗୁନ ମେଳା ଉପଲକ୍ଷେ ପଦଯାତ୍ରା

ନର୍ଲା -୨୭/୨ (ପ୍ରଦୀପ କୁମାର ଗଉଡ) ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ରୁ ପଲସାପଡା ପର୍ଯ୍ୟନ୍ତ ଶ୍ୟାମବାବାଙ୍କ ନିଶାନ ପଦ ଯାତ୍ରା…

ଚିତ୍ରକଳା ମାଧ୍ୟମରେ ଜଳ ସଂରକ୍ଷଣ ସଚେତନତା

ନର୍ଲା-୨୪/୨ ,(ପ୍ରଦୀପ କୁମାର ଗଉଡ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସ୍ଥିତ ଡୁମେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୁଲ୍ୟରେ ଚିତ୍ରକଳା ମାଧ୍ୟମରେ…